[ଦେଖନ୍ତୁ ଭିଡିଓ] ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି ସରକାରୀ କୋଠା
ଜଗତସିଂହପୁର : ଜଗତସିଂହପୁରରେ ଅବହେଳିତ ହୋଇପଡ଼ିଛି ସରକାରୀ କୋଠା । ଅବହେଳିତ ହୋଇପଡ଼ିଛି ସରକାରୀ ପ୍ରକଳ୍ପ । ଖାଲି ସେତିକିନୁହେଁ ପ୍ରକଳ୍ପ ସହ ସରକାରୀ କାର୍ଯ୍ୟାଳୟ ଓ କଲ୍ୟାଣମଣ୍ଡପ ଗୁଡିକ ପାଲଟିଛି ଭୂତକୋଠା। ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିରହିଛି ଜନସାଧାରଣଙ୍କ ପାଇଁ…