ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକରେ ଲାଗୁ ହେଲା ନୂଆ ଶିକ୍ଷାନୀତି
ବେଙ୍ଗାଳୁରୁ : କର୍ଣ୍ଣାଟକରେ ଜାତୀୟ ଶିକ୍ଷାନୀତି କ୍ରିୟାନ୍ବୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାରେ କର୍ଣ୍ଣାଟକ ହୋଇଛି ଦେଶର ପ୍ରଥମ ରାଜ୍ୟ । ଜାତୀୟ ଶିକ୍ଷାନୀତି ଲାଗୁ କରି ଅନ୍ୟ ରାଜ୍ୟ ପାଇଁ କର୍ଣ୍ଣାଟକ…