କେନ୍ଦୁଝର ବିଦ୍ୟୁତ ବିଭାଗର ଏସ୍ଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କେନ୍ଦୁଝର: କେନ୍ଦୁଝର ବିଦ୍ୟୁତ ବିଭାଗର ଏସ୍ଡିଓ ମହେଶ୍ଵର ସେଠୀଙ୍କ ଘରେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କର ସ୍ପଞ୍ଜ କଲୋନୀ ଓ ଘଟଗାଁ ସ୍ଥିତ ଘରେ ଭିଜିଲାନ୍ସ ଚଢାଉ କରିଛି। ସେହିପରି ରିମୁଳି ସ୍ଥିତ ତାଙ୍କ ଶ୍ଵଶୁର ଘର ଏବଂ ଘଟଗାଁ ରେ ଥିବା ନିଜ…