କଟକରେ ବଢ଼ୁଛି ସଂକ୍ରମଣ, ଖ୍ରୀଷ୍ଟିଆନ୍ ସାହିରୁ ୨୫ ପଜିଟିଭ ଚିହ୍ନଟ
କଟକ: ରାଜ୍ୟରେ କରୋନା ମିଟର ପୁରା ଉପର ମୁହାଁ ରହିଛି । ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସିଲଭର ସିଟି କଟକରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଆଜି କଟକ ସହରରୁ ପୁଣି ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ ସଙ୍ଗରୋଧ…