ଦୂର ହେବ ବିଦ୍ୟୁତ୍ ସଙ୍କଟ ! ରାସ୍ତରେ ଚାଲିଲେ ବାହାରିବ ବିଜୁଳି ଶକ୍ତି
ବାହାରକୁ ଯାଇଛନ୍ତି । ମୋବାଇଲରେ ଚାର୍ଜ ସରିଗଲା । ପାଖରେ ପାୱାର ବ୍ୟାଙ୍କ ବି ନାହିଁ । କେମିତି କରିବେ ମୋବାଇଲ ଚାର୍ଜ ? ଆଉ ଯାହା ନ ଥିଲେ ଚଳିବ କିନ୍ତୁ ମୋବାଇଲ ନ ଥିଲେ ଚାରିଦିଗ ଅନ୍ଧାର । କିନ୍ତୁ ଏମିତି ସ୍ଥିତିରେ ତ କରିବାର କିଛି ବାଟ ହିଁ ନାହିଁ । ଏହି ସମୟରେ ମନକୁ ଆସେ, ଯଦି…