୧୯୬୨ ଚୀନ-ଭାରତ ଯୁଦ୍ଧ ଓ ଗୋଦାବରୀଶ ମହାପାତ୍ରଙ୍କ ‘ନିଆଁଖୁଣ୍ଟା’
ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ଆଜି ଭାରତର ଉତ୍ତରାକାଶେ
ଚୀନା ରାହୁ ଚୀନା ଡ୍ରାଗନ ଦିଶେ
କୁଆରେ, ପଶୁବଳରେ ମାତି
ସର୍ବହରା ନାମେ ତେକେ କେ ଛତି!!
ପତ୍ରିକାର ନାମ 'ନିଆଁଖୁଣ୍ଟା'। ନଭେମ୍ବର-୧୯୬୨ ସଂଖ୍ୟାରେ ପତ୍ରିକାର ସମ୍ପାଦକ ଗୋଦାବରୀଶ ମହାପାତ୍ର…