ରାତି ୯ରୁ ସକାଳ ୫ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ
ଭୁବନେଶ୍ୱର: କେନ୍ଦ୍ର ସରକାର ଦେଶରୁ ନାଇଟ୍ କର୍ଫ୍ୟୁ ହଟାଇଥିଲେ ବି ରାଜ୍ୟରେ କିନ୍ତୁ ଏହା ଜାରି ରହିବ । ଅର୍ଥାତ ସାରା ରାଜ୍ୟରେ ରାତ୍ରି କଟକଣାକୁ ଜାରି ରଖିଛନ୍ତି ସରକାର । ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । ଏହି ସମୟରେ ସମସ୍ତ ପ୍ରକାରର ଗମନାଗମନ ବନ୍ଦ ରହିବ…