୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ହେବନି କୋଭିଡ୍ ଟେଷ୍ଟ
ନୂଆଦିଲ୍ଲୀ: ଭାରତ ଯାତ୍ରା କରୁଥିବା ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ କୌଣସି କୋଭିଡ୍-୧୯ ପରୀକ୍ଷା ହେବ ନାହିଁ ବୋଲି ନୂତନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ କୁହାଯାଇଛି।
"ଭାରତ ଯାତ୍ରା କରୁଥିବା ୫ ବର୍ଷରୁ କମ୍ ବୟସରୁ ପିଲାମାନେ ଉଭୟ ପୂର୍ବ ଏବଂ ପରବର୍ତ୍ତୀ…