ପାୱାର କଟ୍କୁ ନେଇ ତାଲିଲେ ଗୋଷାଣୀ ନୂଆଗାଁବାସୀ, ରାସ୍ତାରେ ଟାୟାର ଜାଳି କଲେ ପ୍ରତିବାଦ
ବ୍ରହ୍ମପୁର: ପାୱାର କଟ୍କୁ ନେଇ ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ରାସ୍ତାରୋକ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଟାୟାର ଜାଳି ପ୍ରତିବାଦ କଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଲୋକେ। କିଛି ଦିନ ହେଲା ରାତି ୧୧ଟା ବାଜିବା ମାତ୍ରେ ବିନା ଘୋଷଣାରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ହୋଇଛି।…