କୁଖ୍ୟାତ ମଦ ମାଫିଆ ଜୟପ୍ରକାଶ ଗିରଫ
ଅନୁଗୁଳ : ଦୀର୍ଘ ୨୦ ଦିନର ଛକାପଞ୍ଝା ପରେ ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଶେଷରେ କୁଖ୍ୟାତ ମଦ ମାଫିଆ ଜୟପ୍ରକାଶକୁ ଗିରଫ କରିଛି ଅବକାରୀ ସ୍କ୍ବାଡ । ସୂଚନା ଯେ, ରାଣୀଗୋଡ଼ା ନାୟକ ସାହିରେ ଥିବା ଏକ ଭଡ଼ାଘରେ ରହି ଜୟପ୍ରକାଶ ନକଲି ମଦ ତିଆରିରେ ବ୍ୟବହୃତ ଠିପି,…