ଭାରତ ବିଭିନ୍ନ ସଂସ୍କୃତି ଓ ଜାତିର ମିଶ୍ରଣ, କୌଣସି ଧର୍ମକୁ ନାହିଁ ବିପଦ: ଅଜିତ ଡୋଭାଲ
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର କହିଛନ୍ତି ଯେ ଭାରତ ବିଭିନ୍ନ ସଂସ୍କୃତି ଏବଂ ଧର୍ମର ମିଶ୍ରଣ ଅଟେ। ଯାହା ଶତାବ୍ଦୀ ଧରି ସମନ୍ୱୟ ରକ୍ଷା କରିଆସୁଛି। ଦେଶରେ ଇସଲାମର ଏକ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଗର୍ବର ସ୍ଥାନ ରହିଛି। ଭାରତରେ କୌଣସି ଧର୍ମକୁ…