ଏନଏସଡିର ମୁଖ୍ୟ ହେଲେ ଅଭିନେତା ପରେଶ ରାୱଲ
ନୂଆଦିଲ୍ଲୀ : ଅଭିନେତା ପରେଶ ରାୱଲ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଥିବା କେନ୍ଦ୍ର ପର୍ପ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଟ୍ୱିଟ କରି ଜଣାଇଛନ୍ତି । ଏହା ଦ୍ୱାରା ବହୁ…