ସୁକନ୍ୟା ସମୃଦ୍ଧି, ପିପିଏଫ୍ ଏବଂ ନ୍ୟାସନାଲ ସେଭିଂ ସାର୍ଟିଫିକେଟ ଯୋଜନାର ହେବ ସୁଧ ହ୍ରାସ
ନୂଆଦିଲ୍ଲୀ: କର୍ମଚାରୀଙ୍କ ଜମା ପୁଞ୍ଜି ସୁଧ ହାର ହ୍ରାସ ପରେ ଅନ୍ୟ ସଞ୍ଚୟ ଏବଂ ବିନିଯୋଗ ଯୋଜନାର ସୁଧ ହାର ହ୍ରାସ କରାଯାଇପାରେ | ସରକାରୀ ସୂତ୍ରକୁ ଦର୍ଶାଇ ଏକ ଟିଭି ଚ୍ୟାନେଲ ଏହାର ରିପୋର୍ଟରେ କହିଛି ଯେ, ସରକାର ସୁକନ୍ୟା ସମୃଦ୍ଧି ଯୋଜନା, ପବ୍ଲିକ ପ୍ରୋଭିଡେଣ୍ଟ ପାଣ୍ଠି, ଜାତୀୟ ସଞ୍ଚୟ…