କରୋନା ଟିକା ନେବାର ୩ ଦିନ ପରେ ନୂଆପଡ଼ାର ଯୁବକ ମୃତ
ନୂଆପଡ଼ା: କୋଭିଡ୍ ଟିକା ନେବାର ୩ ଦିନ ପରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ବୁର୍ଲା ଭୀମସାରରେ ହୋଇଥିବା ଜଣାପଡ଼ିଛି । ତେବେ, ଯୁବକଙ୍କ ମୃତ୍ୟୁ ଭ୍ୟାକ୍ସିନ୍ ପାଇଁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।
ମୃତ ଯୁବକ ଜଣଙ୍କ ନୂଆପଡ଼ା ଜିଲ୍ଲା…