ୟୁକ୍ରେନ ପାଇଁ ବଡ ବିପଦ : ୟୁକ୍ରେନ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଦଖଲ କଲା ଋଷ୍
ଦିଲ୍ଲୀ: ଆଗକୁ ମାଡିଚାଲିଛି ଋଷ ସେନା । ୟୁକ୍ରେନର ସୀମାବର୍ତ୍ତୀ ଇଲାକା ଗୁଡିକୁ ଦଖଲ କରିନେବା ପରେ ଏବେ ରାଜଧାନୀ କିବ୍ ଆଡକୁ ମାଡିଚାଲିଛି ଋଷ ସେନା । ଏହା ଭିତରେ ସବୁଠୁ ବଡ ଖବର ହେଉଛି ୟୁକ୍ରେନର ଆଣବିକ କେନ୍ଦ୍ରକୁ ଦଖଲ କରିନେଇଛି ଋଷ ।
ଚେର୍ଣ୍ଣାବିଲ ଠାରେ ଥିବା ୟୁକ୍ରେନର…