ଖରା ପାଇଁ ୨୭ରୁ ମେ ୨ ପର୍ଯ୍ଯନ୍ତ ସମସ୍ତ ୟୁଜି-ପିଜି କ୍ଲାସ୍ ବନ୍ଦ
ଭୁବନେଶ୍ୱର: ରାଜ୍ଯରେ ପ୍ରଚଣ୍ଡ ଖରା ପାଇଁ ବୁଧବାର ଏପ୍ରିଲ ୨୭ରୁ ମେ ୨ ଯାଏଁ ସମସ୍ତ ୟୁଜି-ପିଜି କ୍ଲାସ୍ ବନ୍ଦ ରହିବ। ରାଜ୍ଯ ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ୟୁଜି-ପିଜି ଶିକ୍ଷାନୁଷ୍ଠାନକୁ ଏହି ନିର୍ଦ୍ଦେଶନାମା ଜାରି କରିଛି।
ଏହି ପର୍ଯ୍ୟାୟ ଭିତରେ କ୍ଲାସ୍ ରୁମ୍ ଶିକ୍ଷାଦାନ ବନ୍ଦ ରଖିବା…