Latest Odisha News
Browsing Tag

odisha former MLA dies

ଓଡ଼ିଶାର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ

ବଲାଙ୍ଗୀର: ପାଟଣାଗଡର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ରବିବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ମେହେର କିଡନୀ ରୋଗରେ ପୀଡିତ ଥିଲେ ଏବଂ ଗତ ଦୁଇ ବର୍ଷ ଧରି ତାଙ୍କର ଡାୟଲିସିସ୍ ଚାଲିଥିଲା। ତାଙ୍କ…