ଜାତିଆଣ-ମନ୍ତବ୍ୟ ମାମଲା: ଦାମଙ୍କ ବିରୋଧରେ ଅଭିଯୋଗ ହାଇକୋର୍ଟରେ ଖାରଜ
କଟକ : ବିଜେଡିର ପୂର୍ବତନ ନେତା ଦାମୋଦର ରାଉତଙ୍କ ବିରୋଧରେ ରହିଥିବା ଜାତିଆଣ ସମ୍ପର୍କୀତ ବିବାଦୀୟ ମାମଲାକୁ ବୁଧବାର ଦିନ ଓଡିଶା ହାଇକୋର୍ଟ ଖାରଜ କରିଛନ୍ତି ।
ଏସମ୍ପର୍କରେ ଶ୍ରୀଯୁକ୍ତ ଦାମ ରାଉତଙ୍କ ଓକିଲ ଦେବାଶିଷ ଛୋଟରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜଷ୍ଟିସ୍ ପି.କେ…