ବିଏସ୍ଏଫ୍ ପାଇଁ ମନୋନୀତ ହେଲେ ଓଡ଼ିଆ ବୋହୂ ରୀନା
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଜଣେ ଗୃହିଣୀ ନିଜ ଛଅ ବର୍ଷର ଛୁଆକୁ ଛାଡି ଏବେ ସୀମାକୁ ସୁରକ୍ଷା ଯୋଗାଇବେ। ରଙ୍ଗେଇଲୁଣ୍ଡା ବ୍ଲକର ବୟାଲି ଗାଁର ବାସିନ୍ଦା ରୀନା ନାୟକ (ବିଏସଏଫ)ରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି।
ପରିବାରର ଦାୟିତ୍ , ଘର କାମ ଭିତରେ ବି ବହୁ ପରିଶ୍ରମ କରିବା ପରେ ରୀନା…