ଭଡା ବୃଦ୍ଧି ଓ ରୋଡ୍ ଟାକ୍ସ ଛାଡ ଦାବି କଲା ଟ୍ରକ ମାଲିକ ସଂଘ
ଭୁବନେଶ୍ୱର: ବସ୍ ମାଲିକ ସଂଘ ପରେ ଆଜି ଟ୍ରକ ମାଲିକ ସଂଘ ରୋଡ୍ ଟାକ୍ସ ଛାଡ ନେଇ ସରକାରଙ୍କୁ ଦାବି ଜଣାଇଛି । ପରିବହନ ମନ୍ତ୍ରୀଙ୍କୁ ଭେଟି ଭଡା ବୃଦ୍ଧି କରିବାକୁ ମଧ୍ୟ ଟ୍ରକ ସଂଘ ଦାବି କରିଛି ।
ଟ୍ରକ ମାଲିକ ସଂଘ କହିଛି, କରୋନା ପାଇ ଲକଡାଉନ୍ ଜାରି ରହିଥିବାରୁ ବର୍ତ୍ତମାନ ସ୍ଥିତିରେ…