ଏସସିବିରେ ୧୫ରୁ ଆରମ୍ଭ ହେବ କରୋନା ରୋଗୀଙ୍କ ECMO ଚିକିତ୍ସା
ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆସନ୍ତା ଅଗଷ୍ଟ ୧୫ରୁ କରୋନା ରୋଗୀଙ୍କ ପାଇଁ ECMO ଚିକିତ୍ସା ଆରମ୍ଭ ହେବ। ଏନେଇ ଡାଇରେକ୍ଟର ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (DMET) ସିବିକେ ମହାନ୍ତି ଶନିବାର କହିଛନ୍ତି।
“ଏସସିବିରେ ନଅଟି ECMO ମେସିନ୍ ସ୍ଥାପିତ…