ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ ଟିକା ନେଲେ ୧୦୩ ବର୍ଷୀୟ ବୃଦ୍ଧା
ବେଙ୍ଗାଳୁରୁ: ଟିକା ନେଲେ ବେଙ୍ଗାଳୁରୁର ୧୦୩ ବର୍ଷୀୟ ବୃଦ୍ଧା । ଦେଶରେ ସବୁଠୁ ବୟସ୍କ ମହିଳା ଭାବରେ କୋଭିଡ୍ ଟିକା ନେଇଛନ୍ତି । ତାଙ୍କ ନାଁ ଜେ. କାମେଶ୍ୱରୀ । ବେଙ୍ଗାଳୁରୁ ବ୍ୟାନରଘଟ୍ଟା ସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଦିଆଯାଇଛି ପ୍ରଥମ ଡୋଜ୍ । ବର୍ତ୍ତମାନ ସୁଦ୍ଧା ଦେଶରେ ସବୁଠୁ…