ବ୍ରିଟେନରେ ବଢୁଛି ସଂକ୍ରମଣ, ତୃତୀୟ ଲହର ସମ୍ଭାବନା ନିଶ୍ଚିତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ବ୍ରିଟେନରେ କାୟା ମେଲାଇ ଚାଲିଛି କରୋନା । ଓମିକ୍ରନ୍ ସଂକ୍ରମିତ ବଢୁଛନ୍ତି । ସେଠାରେ ଯେମିତି ସଂକ୍ରମଣ ବଢୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ । ଏଭଳି ଆଶଙ୍କା କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ତୃତୀୟ ଲହର ମୁକାବିଲା…