ମାରାତ୍ମକ ହେଉଛି ଓମିକ୍ରନ୍; ସାମ୍ନାକୁ ଆସିଲା ଓମିକ୍ରନ୍ ଦ୍ବାରା ବିଶ୍ବରେ ପ୍ରଥମ ମୃତ୍ୟୁ ମାମଲା
ନୂଆଦିଲ୍ଲୀ: ସୋମବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନାଭାଇରସର ଓମିକ୍ରନ୍ ପ୍ରଜାତି ଦ୍ବାରା ଦେଶରେ ପ୍ରଥମ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।
ବ୍ରିଟେନର ଜଣେ ବ୍ୟକ୍ତି କରୋନାଭାଇରସ୍ ର ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ…