Latest Odisha News

BREAKING NEWS

Browsing Tag

One Nation One Ration Card

ସାରା ରାଜ୍ୟରେ ଆରମ୍ଭ ହେଲା ଗୋଟିଏ ଦେଶ, ଗୋଟିଏ ରାସନ ଯୋଜନା

ଭୁବନେଶ୍ବର : ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠାରୁ ଓଡ଼ିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡ଼ିଶାରେ…

ପ୍ରବାସୀ ଶ୍ରମିକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ କାର୍ଡ’ ଜୁଲାଇ ସୁଦ୍ଧା ଲାଗୁକର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୨୦ରୁ କରୋନା ପାଇଁ ଲକଡାଉନ ଓ ସଟଡାଉ ହେବା ପରେ ସବୁଠାରୁ ଯଦି ଅଧିକ କିଏ ହଇରାଣ ହୋଇଥାନ୍ତି ସେମାନେ ହେଲେ ପ୍ରବାସୀ ଓ ଦାଦନ ଶ୍ରମିକ। ସେମାନେ କାମ କରୁଥିବା ରାଜ୍ୟଗୁଡ଼ିକରେ କାମ ହରାଇବା ପରେ ଖାଇବା ପିଇବା ପାଇଁ ହଇରାଣ ହୋଇଛନ୍ତି। ତେବେ ସେମାନେ ଯେମିତି ଆଗକୁ ହଇରାଣ ନ…

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଓଡିଶାର ଗରିବଙ୍କ ପାଇଁ ସଂଜୀବନି: ରାଜ୍ୟ ବିଜେପି

ଭୁବନେଶ୍ୱର: କୋଭିଡ ମହାମାରୀ ଭିତରେ ଆସନ୍ତା ୫ ମାସ ପାଇଁ ଅର୍ଥାତ୍ ନଭେମ୍ବର ଯାଏ ଗରିବଙ୍କୁ ମାଗଣାରେ ରାସନ ମିଳିବା ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଘୋଷଣା ଓଡିଶାର ଗରିବଙ୍କ ପାଇଁ ସଂଜୀବନି ସଦୃଶ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି କହିଛି । ରାଜ୍ୟ…

ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ଆସନ୍ତା ୫ ମାସ ଯାଏଁ ବଢ଼ିଲା ଗରିବଙ୍କୁ ରାସନ ଦେବା ଯୋଜନା । ଅର୍ଥାତ ଆସନ୍ତା ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି କହିଛନ୍ତି । ସେ ଘୋଷଣା କରିଛନ୍ତିଯେ, ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ୫ ମାସ…

ୱାନ୍ ନେସନ, ୱାନ୍ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା

ନୂଆଦିଲ୍ଲୀ: ୱାନ୍ ନେସନ୍‌, ୱାନ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା । ଏଥିସହ ଆଉ ଦୁଇ ରାଜ୍ୟ ସିକିମ ଓ ମିଜୋରାମ ମଧ୍ୟ ଏହି ଯୋଜନାରେ ଆଜିଠାରୁ ସାମିଲ ହୋଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ…

ଜୁନ୍ ୧ରୁ ଲାଗୁ ହେବ ‘ଏକ ଦେଶ ଏକ ରାସନ କାର୍ଡ’; ଜାଣନ୍ତୁ, ମିଳିବ କେଉଁ ସୁବିଧା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ତାରିଖ ଠାରୁ କେନ୍ଦ୍ରର ‘ଏକ ଦେଶ ଏକ ରାସନ କାର୍ଡ’ ନୀତିକୁ ଲାଗୁ କରାଯିବା ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶୱାନ । ପ୍ରାପ୍ତ ସୂଚନାନୁଯାୟୀ ଏହି ନିୟମ ଜରିଆରେ ଗ୍ରାହକମାନେ ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଏହାର ଲାଭ…

ସେପ୍ଟେମ୍ବର ୧ରୁ ରାଜ୍ୟରେ ଲାଗୁ ହେବ ‘ଏକ ଦେଶ ଏକ ରାସନ କାର୍ଡ’

ଭୁବନେଶ୍ୱର: କେନ୍ଦ୍ରର ‘ଏକ ଦେଶ ଏକ ରାସନ କାର୍ଡ’ ନୀତି ଏବେ ରାଜ୍ୟରେ ମଧ୍ୟ ଲାଗୁ କରାଯିବା ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ଓଡିଶା ସରକାର । ଯାହାଫଳରେ ରାଜ୍ୟ ବାହାରକୁ ଯାଉଥିବା ବ୍ୟକ୍ତି ତଥା ପ୍ରବାସୀ ଶ୍ରମିକମାନେ ମଧ୍ୟ ଏହାଦ୍ୱାରା ଲାଭାକୃତ ହୋଇପାରିବେ। ଏସମ୍ପର୍କରେ ଖାଦ୍ୟ…