୧୭ ରାଜ୍ୟ ଲାଗୁ କଲେଣି ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ବ୍ୟବସ୍ଥା
ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ବ୍ୟବସ୍ଥାକୁ ୧୭ ରାଜ୍ୟ ଲାଗୁ କରି ସାରିଲେଣି । ଗୋଟିଏ ଦେଶ, ଗୋଟିଏ ରାସନ ବ୍ୟବସ୍ଥା ଲାଗୁ କରିଥିବା ରାଜ୍ୟ ଗ୍ରସ୍ ଷ୍ଟେଟ୍ ଡୋମେଷ୍ଟିକ ପ୍ରଡକ୍ଟର ଅତିରିକ୍ତ ୦.୨୫ ପ୍ରତିଶତ ଋଣ ପାଇଁ ସକ୍ଷମ ହୋଇଛନ୍ତି । ରାଜ୍ୟଗୁଡ଼ିକୁ ଅତିରିକ୍ତ ୩ ହଜାର ୬୦୦…