ରାଜ୍ୟରେ ତିଆରି ହେବ ନୂଆ ସଖି କେନ୍ଦ୍ର, ଭାରତ ସରକାର ଦେଇଛନ୍ତି ୨୬.୫୪ କୋଟି
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ନିର୍ଭୟା ପାଣ୍ଠିରୁ ଓଡ଼ିଶାକୁ ମିଳିଛି ୨୬.୫୪ କୋଟି ଟଙ୍କା । ‘ୱାନ ଷ୍ଟପ୍ ସେଣ୍ଟର ସଖି’ ନିର୍ମାଣ ପାଇଁ ଏହି ଟଙ୍କା ମିଳିଛି । ମଙ୍ଗଳବାର ରାଜ୍ୟସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ତଥ୍ୟ ରଖିଛନ୍ତି । ବିଜେଡି ସାଂସଦ ମୀନାକ୍ଷି…