Latest Odisha News
Browsing Tag

Online fraud

ପୁଣି ଅନଲାଇନ ଠକାମିର ଶିକାର ହେଲେ ଜଣେ ବଲିଉଡ଼ ଅଭିନେତା

ମୁମ୍ବାଇ: ଅନଲାଇନ ଦୁନିଆକୁ ଯେତିକି ସୁବିଧା ଯୋଗାଉଛି ସେତିକି କ୍ଷତି ମଧ୍ୟ ପହଞ୍ଚାଉଛି। ଆଜିକାଲି ଅନଲାଇନ ଠକେଇ କଥା ସମସ୍ତେ ଜାଣିଥିବା ସତ୍ତ୍ୱେ ଭଲ ଭଲ ବ୍ୟକ୍ତି ଏହି ଠକାମି ଜାଲରେ ପଡିଯାଆନ୍ତି। ଏବେ କିନ୍ତୁ ଏହି ଠକେଇର ଶିକାର ହୋଇଛନ୍ତି ଅଭିନେତା ଅନ୍ନୁ କପୁର। ବଲିଉଡ଼ ଅଭିନେତାଙ୍କୁ…

କିଟି କ୍ୟାସ୍ ଗ୍ରୁପ ଜରିଆରେ ଅନଲାଇନ ଠକେଇ, ମଧ୍ୟପ୍ରଦେଶର ଠକକୁ ଧରିଲା ସାଇବର ଥାନା

ଭୁବନେଶ୍ୱର: ୧୦୦୦ ଟଙ୍କା ବିନିଯୋଗରେ ମିଳିବ ୧୦୦ ଟଙ୍କା ସୁଧ । ୧୦ ପ୍ରତିଶତ ସୁଧ ଲୋଭ ଦେଖାଇ ମୋବାଇଲ ଗ୍ରୁପ୍ ଜରିଆରେ ଠକାମିର ଜାଲ ବିଛାଇଥିଲେ । ଗ୍ରାହକଙ୍କ ମନ ଜିଣିବା ପାଇଁ ପ୍ରଥମେ ପ୍ରଥମେ ଭଲ ରିଟର୍ଣ୍ଣ ଦେଉଥିଲେ । ଆଉ ବଡ଼ ଧରଣର ଟଙ୍କା ବିନିଯୋଗ ପରେ ଠକେଇ କରୁଥିଲେ । ସୁଧ ଟଙ୍କାକୁ…

ସିମ୍ ବନ୍ଦ ହୋଇଯିବ କହି ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷ ୨୫ ହଜାର ଟଙ୍କା

ଅନୁଗୋଳ: ମାତିଛନ୍ତି ସାଇବର ଠକ । କେୱାଇସିରେ ତ୍ରୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଇଗଲେ । ଅନୁଗୋଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀ ସାଇବର ଠକଙ୍କ ଲୁଟର ଶିକାର ହୋଇଛନ୍ତି । ୪ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ନେଇ…

ଅନଲାଇନ ଠକେଇ: ଅର୍ଡର କଲେ ଫୋନ, ଆସିଲା ଲୁଗାଧୁଆ ସାବୁନ

ଯୋଡ଼ା: ମହଙ୍ଗା ପଡିଲା ଅନଲାଇନ ସପିଂ। ଅର୍ଡର କଲେ ଫୋନ ଆସିଲା ଲୁଗା ଧୁଆ ସାବୁନ । ଏପରି ଏକ ଠକେଇ ଘଟଣା ଘଟିଛି ଯୋଡ଼ା ବ୍ଲକ ବଲାଣି ଅଂଚଳରେ । ସୂଚନାନୁସାରେ ବଲାଣି ସେଲ୍ ଖଣିରେ କାର୍ଯ୍ୟ କରୁଥିବା ଦିଲୀପ କୁମାର ଉପାଧ୍ୟାୟ ଚଳିତ ମାସ ୬ ତାରିଖରେ ଆମାଜନ ରୁ ଏକ ଆଣ୍ଡ୍ରଏଡ଼ ଫୋନ ଅର୍ଡର…