ବଡ଼ ଖବର: ୧୦୪ ଘଣ୍ଟା ପରେ ବୋରଓ୍ୱେଲରୁ ଉଦ୍ଧାର ହେଲେ ଦିବ୍ୟାଙ୍ଗ ରାହୁଲ
ରାୟପୁର: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ୧୦୪ ଘଣ୍ଟାର ଅପରେସନ ପରେ ବୋରଓ୍ୱେଲରେ ଫଶିଥିବା ଦିବ୍ୟାଙ୍ଗ ରାହୁଲ୍ ସାହୁଙ୍କୁ ଉଦ୍ଧାର କରିଛି ଏନଡିଆରଏଫ ଟିମ୍। ଛତିଶଗଡ ଜାଞ୍ଜଗିର ଜିଲ୍ଲାର ପିହରିଦ ଗାଁରେ ଶୁକ୍ରବାର ସଂଧ୍ୟାରେ ଖେଳୁଥିବା ବେଳେ ବୋରଓ୍ୱେଲ ଭିତରେ ଖସିପଡିଥିଲେ ରାହୁଲ।…