ଓସ୍କାରରେ କ୍ରିସ ରକଙ୍କୁ ୱିଲ ସ୍ମିଥ ଚାପୁଡା ମାରିବା ପ୍ରସଙ୍ଗ: ସ୍ମିଥଙ୍କ ଉପରେ ବ୍ୟାନ ଲଗାଇଲା ଓସ୍କାର ଏକାଡେମୀ
ଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଲେ ଆମେରୀକିୟ ଅଭିନେତା ୱିଲ ସ୍ମିଥ । ୨୦୨୨ ଓସ୍କାର ସମାରୋହ ଚାଲିଥିବା ସମୟରେ ମଂଚ ଉପରକୁ ଚଢି ଚାପୁଡା ମାରିବା ଅଭିନେତା ୱିଲ ସ୍ମିଥଙ୍କୁ ମହଙ୍ଗା ପଡିଛି । ମଂଚ ଉପରେ କମେଡିଆନ କ୍ରିସ ରକଙ୍କୁ ଚାପୁଡା ମାରିବା ଘଟଣାକୁ ଗୁରୁତର ସହ ନେଇ ତାଙ୍କ ଉପରେ କଟକଣା…