Latest Odisha News
Browsing Tag

Over 100 injured as stand collapses at Kabaddi championship in Suryapet

ଭାଙ୍ଗିଲା ଜାତୀୟ କବାଡି ପ୍ରତିଯୋଗିତା ଦର୍ଶକ ଗ୍ୟାଲେରୀ, ୧୦୦ରୁ ଅଧିକ ଆହତ

ହାଇଦ୍ରାବାଦ : ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତାରେ ଅଘଟଣ । ତେଲେଙ୍ଗାନାର ସୁରିୟାପେଟରେ ୪୭ତମ ଜାତୀୟ ଜୁନିୟର କବାଡ଼ି ପ୍ରତିଯୋଗିତା ଚାଲିଥିବା ବେଳେ ଭୁଷୁଡ଼ି ପଡ଼ିଲା ଷ୍ଟାଡିୟମର ଗ୍ୟାଲେରୀ । ଦର୍ଶକ ଗ୍ୟାଲେରି ଭୁଷୁଡ଼ି ପଡ଼ିବାରୁ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ…