Latest Odisha News
Browsing Tag

Oxford dictionary

ଭୁଲ ସୁଧାରିଲା ଅକ୍ସଫୋର୍ଡ; ଓମ୍ୟାନ ଶବ୍ଦକୁ କଲା ଅପଡେଟ୍

ନୂଆଦିଲ୍ଲୀ: ଶେଷରେ ଭୁଲ ସୁଧାରିଲା ଅକ୍ସଫୋର୍ଡ ଡିକ୍ସନାରି। ଏହାର ଶବ୍ଦ କୋଷରେ ଥିବା ଓମ୍ୟାନ ଶବ୍ଦର ଅର୍ଥରେ ପରିବର୍ତ୍ତନ ଅଣାଯାଇ ଏହାକୁ ଅପଡେଟ୍ କରାଯାଇଛି। ସଦ୍ୟ ସଂସ୍କରଣ ଅନୁଯାୟୀ, ଓମ୍ୟାନ ଶବ୍ଦର ଅର୍ଥ ମହିଳା, ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ, ଗାର୍ଲଫ୍ରେଣ୍ଡ ବା ପ୍ରେମିକା ଭାବେ…