ଛତିଶଗଡରେ ‘ଧାନ’ ଜିତାଇବ ଆଉ ହରାଇବ !
ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। କଂଗ୍ରେସ ଶାସିତ ଏହି ରାଜ୍ୟରେ ଆଗାମୀ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି।
ଏହି କ୍ରମରେ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ ନଭେମ୍ବର ସାତ ଓ ସତର ତାରିଖରେ ନିର୍ବାଚନ ହେବ। ତାରିଖ…