ଛିଣ୍ଡୁନି ଗଣିତ , କେବେ ଚାଲିବ ବସ୍?
ଭୁବନେଶ୍ୱର: ରାଜ୍ୟରେ ବସ୍ ଚଳାଚଳ କରିବାକୁ ସରକାର ଅନୁମତି ଦେଇସାରିଛନ୍ତି । ହେଲେ ଏଯାଏ ବସ୍ ସେବା ଆରମ୍ଭ ହୋଇପାରିନାହିଁ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସରକାରଙ୍କ ଅନୁମତିକୁ ସ୍ୱାଗତ କରିଥିଲେ ମଧ୍ୟ ବିଭିନ୍ନ ଦାବି ପୂରଣ ନହେଲେ ବସ୍ ଚାଲିବା ଅସମ୍ଭବ ବୋଲି କହିଛି । ବସ୍ ମାଲିକ ସଂଘ…