ସିଂହ ଛୁଆ ସହ ବିବାହ ଫଟୋ ସୁଟ୍ କରି କଡା ନିନ୍ଦାର ଶିକାର ହେଲେ ଦମ୍ପତି
ନୂଆଦିଲ୍ଲୀ: ଆଜିକାଲି ବିବାହ ଫଟୋ ସୁଟ୍ କରିବା ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ତେବେ ଖଲିଜ୍ ଟାଇମସ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଏକ ଦମ୍ପତି ତାଙ୍କ ବିବାହ ଫଟୋସୁଟ୍ ସମୟରେ ଏକ ସିଂହ ଛୁଆ ସହିତ ଫଟୋ ସୁଟ କରୁଥିବାର ନଜର ଆସିଛନ୍ତି। ଏହି ନିଷ୍ପତ୍ତି ନେବା ପରେ ସୋସିଆଲ…