Latest Odisha News

BREAKING NEWS

Browsing Tag

Pakistani Drone

ଅମୃତସର ସେକ୍ଟରରୁ ପୁଣି ପାକିସ୍ତାନୀ ଡ୍ରୋନ ଠାବ, ଚଳିତ ବର୍ଷ ୨୭ଟି ଡ୍ରୋନ ଠାବ କଲା ବିଏସଏଫ

ଅମୃତସର: ଚିନ୍ତା ବଢାଉଛି ପାକିସ୍ତାନୀ ଡ୍ରୋନ। ରବିବାର ସକାଳେ ଅମୃତସର ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନକୁ ଠାବ କଲେ ବିଏସଏଫ ଯବାନ। ଚଳିତ ବର୍ଷ ଏହାକୁ ମିଶାଇ ମୋଟ ୨୭ଟି ପାକିସ୍ତାନୀ ଡ୍ରୋନ ଠାବ କରାଯାଇଥିବା ବେଳେ ପ୍ରାୟ ୨୫୦ କିଲୋଗ୍ରାମ ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି। ଏହି ଅପରେସନରେ…

ପଠାଣକୋଟରେ ପାକିସ୍ତାନୀ ଡ୍ରୋନ୍, ବିଏସଏଫର ଗୁଳିମାଡ଼ ପରେ ଫେରିଗଲା

ପଠାଣକୋଟ: ପଠାଣକୋଟର ୱାମିୟାଲ୍ ସେକ୍ଟରରେ ପାକିସ୍ତାନ ଡୋନ୍ ଦେଖିବାକୁ ମିଳିଛି । ଏହି ଡ୍ରୋନ୍ ୱାମିୟାଲ୍ ସେକ୍ଟରର ଡିଣ୍ଡା ପୋଷ୍ଟରେ ସକାଳ ୬ଟା ୧୦ରେ ଦେଖିବାକୁ ମିଳିଥିଲା । ବିଏସଏଫ ଯବାନ ଫାୟାରିଂ କରିବା ପରେ ସନ୍ଦିଗ୍ଧ ଡ୍ରୋନକୁ ଫେରାଇ ନେଇଛି । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ…