Latest Odisha News

BREAKING NEWS

Browsing Tag

Paris Olympics 2024

ଓଜନ କମାଇବା ପାଇଁ ଖୁବ କଷ୍ଟ କରିଥିଲେ ଭିନେଶ; ନଖ, କେଶ ଓ ରକ୍ତ ବାହାର…

ପ୍ୟାରିସ: ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ସମସ୍ତଙ୍କୁ ନିରାଶ କରିଛି। ଏଥିସହିତ କୋଟିକୋଟି ଭାରତୀୟଙ୍କ ଆଶା ମଧ୍ଯ ମଉଳି ଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭିନେଶ ଫୋଗଟଙ୍କ ଓଜନ ୨ କିଲୋଗ୍ରାମ ଅଧିକ ଥିଲା ଏବଂ ଏହାକୁ ହ୍ରାସ କରିବା ପାଇଁ ସେ କଠିନ ପରିଶ୍ରମ…

ଭିନେଶଙ୍କ ପାଇଁ ଆମେ ଦୁଃଖିତ, କିନ୍ତୁ ନିୟମ ତ… 

ପ୍ୟାରିସ: ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ବାଦବିବାଦ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତିକୁ ହଟାଇବା ପାଇଁ ସମସ୍ତେ ଦାବି ଉଠାଉଛନ୍ତି। ଏହାରି ମଧ୍ୟରେ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) ମୁଖ୍ୟ ନେନାଡ ଲାଲୋଭିକ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

ତୁମେ ଆମ ଚାମ୍ପିଅନ୍; ଭିନେଶଙ୍କ ପାଇଁ ଭାରତୀୟ ଅଲିମ୍ପିକ ସଂଘ ସଭାପତିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ ଅସୁସ୍ଥ ହୋଇପଡିଛନ୍ତି ଭିନେଶ ଫୋଗଟ। ଏହି ଘଟଣା ରେ ମ୍ରିୟମାଣ ହୋଇପଡିଛନ୍ତି ସାରା ଭାରତବାସୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି ଯେ, "ଭିନେଶ ତୁମେ ଚାମ୍ପିଅନଙ୍କ ଭିତରେ…

ପ୍ୟାରିସ ଅଲମ୍ପିକ୍ସ ୨୦୨୪: ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

ପ୍ୟାରିସ: ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ଏହାପରେ ନୀରଜ ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଜାଭେଲିନ୍ ପକାଇବେ। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍…