୨୦୦୧ ସଂସଦ ଆକ୍ରମଣକୁ ପୂରିଲା ୨୦ ବର୍ଷ; ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ୨୦୦୧ ଡିସେମ୍ବର ୧୩ରେ ସଂସଦ କମ୍ପ୍ଲେକ୍ସ ଭିତରେ ପାଞ୍ଚଜଣ ଆତଙ୍କବାଦୀଙ୍କ ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରେ ମୁଖ୍ୟତଃ ସୁରକ୍ଷା ବାହିନୀର କର୍ମଚାରୀ ଏବଂ ସାଧାରଣ ନାଗରିକ ସାମିଲ୍ ଥିଲେ। ଏହି ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି।
ରାଷ୍ଟ୍ରପତି ରାମ…