ବହ୍ନିକନ୍ୟା ପାର୍ବତୀ
ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ
ସେ ଥିଲେ ଝଡ଼ର ଈଗଲ । ବିପ୍ଳବର ବହ୍ନିଶିଖା। ମୁକ୍ତି ସଂଗ୍ରାମର ଆଲୋକ ବର୍ତ୍ତିକା। ଅଳ୍ପ ବୟସରୁ ମାତୃଭୂମି ପାଇଁ ତେଜି ଦେଇଥିଲେ ତମାମ ସୁଖ। ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ହସି ହସି କାରାବରଣ କରିଥିଲେ। ମହିଳା ସଶକ୍ତିକରଣର ସେ…