କରୋନା ଲକ୍-ଡାଉନ୍; ରାସ୍ତାରେ ଗଡିଲା ପୋଲିସ୍ ରୋବୋଟ୍ !
ଟ୍ୟୁନିସିଆ: ଲକ୍-ଡାଉନ୍ ନିର୍ଦ୍ଦେଶକୁ କଡାକଡି କରିବା ପାଇଁ ଆଉ ରାସ୍ତାରେ ଜଗିବେନି ପୋଲିସ । ଗଡିଲା ପୋଲିସ୍ ରୋବୋଟ୍ (ରୋବୋକପ୍) । କିଛି ଏପରି ପଦକ୍ଷପେ ନେଇଛି ଟ୍ୟୁନିସିଆ ସରକାର ।
‘Robocop’ patrols Tunisia to enforce coronavirus lockdown https://t.co/WuJCzdwaMx…