ପାୟଲଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ବିବାଦ ଅଭିନେତ୍ରୀ ପାୟଲ ରୋହତଗିଙ୍କର ପିଛା ଛାଡୁନି। ଏଥର ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ଭିଡିଓ ସେୟାର କରିଥିବାରୁ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି। ପୁଣେରେ ପାୟଲଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଛି।
ସୂଚନା ଅନୁଯାୟୀ ଭିଡିଓରେ ସେ ମହାତ୍ମା ଗାନ୍ଧୀ,…