ସମସ୍ତ ହସ୍ପିଟାଲ୍ ଓ ମେଡିକାଲ୍ କଲେଜରେ ଶିଶୁରୋଗ ଆଇସିୟୁ ଖୋଲିବାକୁ ଆହ୍ୱାନ
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ (ଆଇଏଏପି) ଇଣ୍ଟେନ୍ସିଭ୍ର ୨୪ତମ ଜାତୀୟ ସମ୍ମିଳନୀ ପେଡିକ୍ରିଟିକନ୍-୨୦୨୨ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ଦେଶ ଓ ବିଦେଶର ଶିଶୁରୋଗ ବିଶେଷଜ୍ଞମାନେ ସମସ୍ତ ସରକାରୀ,…