ଆକାଶରୁ ଖସିଲା କ୍ୟାମେରା ଲାଗିଥିବା ଯନ୍ତ୍ରାଂଶ, ଲୋକେ ଛାନିଆ
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଅଂଚଳରେ ଏକ ଉଡନ୍ତା ବେଲୁନ୍କୁ ଦେଖି ଲୋକେ ଛାନିଆ । ବେଲୁନ୍ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏହି ଯନ୍ତ୍ରାଂଶଟି କୁଆଡେ ଆସିଲା ସେନେଇ…