ପର୍ସନାଲ ଲୋନ୍ ନେଉଛନ୍ତି କି ? ଜାଣିରଖନ୍ତୁ ଆରବିଆଇର ନୂତନ ନିୟମ
ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ନେଇଛନ୍ତି କିମ୍ବା କ୍ରେଡିଟ୍ କାର୍ଡ ଋଣ ନେବାକୁ ଯୋଜନା କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଆରବିଆଇ ଆଣିଛି ନୂତନ ନିୟମ। ଆପଣ ସହଜରେ ନେଇ ପାରିବେନି ପର୍ସନାଲ ଲୋନ୍। କାରଣ ଆରବିଆଇ ବ୍ୟକ୍ତିଗତ ଋଣ କିମ୍ବା…