କରୋନାରେ ଅନାଥ ହୋଇଛନ୍ତି ପ୍ରାୟ ୧ ଲକ୍ଷ ଶିଶୁ
ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ କରୋନାଭାଇରସ୍ ମୃତ୍ୟୁ ହାର ଥିବା ପେରୁରେ ପ୍ରାୟ ୧୦୦,୦୦୦ ପିଲା କରୋନାରେ ନିଜ ପିତାମାତାଙ୍କୁ ହରାଇଥିବା ରିପୋର୍ଟ ହୋଇଛି।
"ଦୁର୍ଭାଗ୍ୟବଶତଃ ଆମ ଦେଶରେ ପ୍ରାୟ ୯୮,୦୦୦ ପିଲା ଅଛନ୍ତି, ଯେଉଁମାନେ ମହାମାରୀ ସମୟରେ ସେମାନଙ୍କ ପିତା, ମାତା କିମ୍ବା…