କଂଗ୍ରେସକୁ ଫୋନ୍ପେର ଚେତାବନୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଛାପିଥିଲା ପୋଷ୍ଟର ଓ କ୍ୟୁଆର କୋଡ୍
ଓଡ଼ିଶା ସମ୍ବାଦ ବ୍ୟୁରୋ: କିଛିଦିନ ପୂର୍ବେ କର୍ଣ୍ଣାଟକରେ ରାଜନୈତିକ ଦଳ ମଧ୍ୟରେ ଚାଲିଥିଲା ପୋଷ୍ଟର ୱାର। କର୍ଣ୍ଣାଟକର ବୋମ୍ମାଇ ସରକାରଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ କଂଗ୍ରେସ କ୍ୟୁଆର (QR)କୋଡ୍ ବ୍ୟବହାର କରିଥିଲା। ବର୍ତ୍ତମାନ ମଧ୍ୟପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ…