ବାସ୍ତୁ ଅନୁସାରେ ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ ?
ଭୁବନେଶ୍ଵର: ଆମର ଘର,ଛାତ କିମ୍ବା ଝରକା ଉପରେ ପାରା ବସା ତିଆରି କରିଥାନ୍ତି | କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁ ଏବଂ ମାନ୍ୟତା ଅନୁଯାୟୀ, ଘରେ ପାରା ଅଣ୍ଡା ଦେବା ଶୁଭ କି ଅଶୁଭ ?
ଜ୍ୟୋତିଷଶାସ୍ତ୍ର ଅନୁସାରେ, ଆଗକୁ ଘରେ କାହାର ବାହାଘର ହେବାକୁ ଯାଉଥିଲେ ଅଥବା କାହାର ଛୁଆପିଲା ହେବାର…