ପାରାଙ୍କ ଗାଁ; ଏଠାରେ ୫୦୦ରୁ ଅଧିକ ରହିଛି ପାରା ଘର
ନୂଆଦିଲ୍ଲୀ: ସେ ମଣିଷ ହେଉ ଅବା ପଶୁପକ୍ଷୀ ସମସ୍ତଙ୍କୁ ମୁଣ୍ଡ ଗୁଞ୍ଜିବା ଲାଗି ବାସଟିଏର ଆବଶ୍ୟକତା ରହିଛି। କିନ୍ତୁ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯାହାକୁ ପାରାମାନଙ୍କ ଗାଁ ବୋଲି କୁହାଯାଏ। ମାଙ୍ଗଳି ନଦୀ କୂଳରେ ଅବସ୍ଥିତ ଏହି ଗାଁକୁ ପକ୍ଷୀପ୍ରେମୀଙ୍କ ଗାଁ ମଧ୍ୟ…