ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ କରୋନା ପଜିଟିଭ୍
ପିପିଲି: ପିପିଲି ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏନେଇ ଅଜିତ ଶନିବାର ଦିନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।
ତେବେ ସେ କଂଗ୍ରେସ କର୍ମୀଙ୍କୁ ଗୁଜବ ପ୍ରଚାର ନକରିବା ଏବଂ ଦଳ…