ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଛାତ୍ରଙ୍କ ଜୀବନ
କେନ୍ଦ୍ରାପଡ଼ା : ବିଦ୍ୟୁତ ତାର ଲାଗି ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏଭଳି ଛାତି ଥରା ଘଟଣା ମାର୍ଶାଘାଇ ବଜାର ଜୁଣ ଛକରେ ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ କରମକୂଳ ଗାଁର ଦେବୀ ପ୍ରସାଦ ଦାସ ( ଓରଫ ଚିକୁ) । ଦେବୀ ମାର୍ଶାଘାଇ ସ୍ଥିତ ଏକ ଘରୋଇ ଗାଇଡ଼…